ଇତିହାସ ରଚିଲା ଇସ୍ରୋ, ଲଞ୍ଚ ହେଲା ଆଦିତ୍ୟ L1

Sep 2, 2023 - 17:01
 0  20
ଇତିହାସ ରଚିଲା ଇସ୍ରୋ, ଲଞ୍ଚ ହେଲା ଆଦିତ୍ୟ L1

ଓ.ଏନ.ଟି ବ୍ୟୁରୋ : ଇତିହାସ ରଚିଲା ଇସ୍ରୋ । ଦେଶର ପ୍ରଥମ ସୂର୍ଯ୍ୟ ଅଭିଯାନ ଲଞ୍ଚ ହୋଇଛି । ଶ୍ରୀହରିକୋଟା ସ୍ପେସ୍‌ ସେଣ୍ଟରରୁ ଆଦିତ୍ୟ L1’ ଉତ୍‌କ୍ଷେପଣ କରାଯାଇଛି । ନିର୍ଦ୍ଧାରତ ସମୟ ଅନୁସାରେ ଦିନ ୧୧ଟା ୫୦ରେ ଆଦିତ୍ୟ L1’ ଉତ୍‌କ୍ଷେପଣ କରାଯାଇଛି । PSLV-C57ରେ ଆଦିତ୍ୟ L1’ର ଉତ୍‌କ୍ଷେପଣ ହୋଇଛି । ଆଦିତ୍ୟ L1’କୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଲାଗିବ ୪ ମାସ ସମୟ । ୧୫ ଲକ୍ଷ କି.ମି. ଦୂରତା ଅତିକ୍ରମ କରିବାକୁ ୪ ମାସ ସମୟ ଲାଗିବ ବୋଲି ଇସ୍ରୋ ସୂଚନା ଦେଇଛି ।

What's Your Reaction?

like

dislike

love

funny

angry

sad

wow