ଗୁଣପୁର ଥାନାରେ ନୂତନ ଆଇଆଇସିଙ୍କ ଯୋଗଦାନ

Aug 11, 2023 - 14:08
 0  272
ଗୁଣପୁର ଥାନାରେ ନୂତନ ଆଇଆଇସିଙ୍କ ଯୋଗଦାନ

ରାୟଗଡା, (ଓ.ଏନ.ଟି ): ରାୟଗଡା ଜିଲ୍ଲା ଗୁଣପୁର ଥାନାରେ ନୂତନ ଆଇଆଇସି ଭାବେ ଉତ୍ତମ କୁମାର ସାହୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଶ୍ରୀ ସାହୁଙ୍କୁ ଆଜି ଥାନା ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । କାର୍ଯ୍ୟଭାର ଗ୍ରହଣ କରିବା ପରେ ସମସ୍ତ ମିଳିତ ସହଯୋଗ ରହିଲେ ସୁଚାରୁ ରୁପେ ଦାୟିତ୍ୱ ତୁଆଳିବାରେ ସହାୟକ ହୋଇ ପାରିବ ବୋଲି କହିଛନ୍ତି । ଗୁଣପୁର ପୋଲିସ ସଦା ସର୍ବଦା ସାଧାରଣ ଲୋକଙ୍କ ସମସ୍ୟା ରେ ସମାଧାନ କରିବା ନିମନ୍ତେ ପ୍ରସ୍ତୁତ ବୋଲି ମଧ୍ୟ କହିଛନ୍ତି।ଏଥି ପୂର୍ବରୁ ସେ କଳାହାଣ୍ଡି  ଜିଲ୍ଲା ଲାଞ୍ଜିଗଡ଼ ଥାନା ଆଇଆଇସି ଭାବେ କାର୍ଯ୍ୟ କରୁଥିଲେ। ଏଠାରେ ଥିବା ଥାନାଧିକାରୀ ନିଳାମ୍ବର ଜlନୀ ଙ୍କୁ କଳାହାଣ୍ଡି ଜିଲ୍ଲା ବଦଳୀ ହୋଇଛି

What's Your Reaction?

like

dislike

love

funny

angry

sad

wow