ତାମିଲନାଡୁ ମଦୁରାଇରେ ଭୟଙ୍କର ଟ୍ରେନ ଦୁର୍ଘଟଣା

Aug 26, 2023 - 13:23
Aug 26, 2023 - 13:28
 0  49
ତାମିଲନାଡୁ ମଦୁରାଇରେ ଭୟଙ୍କର ଟ୍ରେନ ଦୁର୍ଘଟଣା

Click to Watch Video
(ଓ.ଏନ.ଟି) ବ୍ୟୁରୋ : ତାମିଲନାଡୁ ମଦୁରାଇରେ ବଡ଼ ଟ୍ରେନ ଦୁର୍ଘଟଣା 
ଟ୍ରେନରେ ନିଆଁ ଲାଗିବାରୁ ୯ ଜୀବନ୍ତ ଦଗ୍ଧ । ଲକ୍ଷ୍ନୌରୁ ରାମେଶ୍ବରମ ଯାଉଥିଲା ଟ୍ରେନ ଭାରତ ଗୌରବ ଟୁରିଷ୍ଟ ଟ୍ରେନରେ ଲାଗିଲା ନିଆ ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ସୂଚନା। 

What's Your Reaction?

like

dislike

love

funny

angry

sad

wow