ଶୁଙ୍କି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ବସ୍

କୋରାପୁଟ (ଓ.ଏନ.ଟି) : କୋରାପୁଟ ଜିଲ୍ଲା ଶୁଙ୍କି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ସରକାରୀ ବସ୍। ବିଶାଖାପାଟଣାରୁ ଭବାନୀପାଟଣା ଯିବା ବେଳେ ଘଟିଛି ଦୁର୍ଘଟଣା। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ।
What's Your Reaction?