ସେଞ୍ଚୁରିଅନରେ ଇସ୍କନ ପକ୍ଷରୁ ପାସୱାର୍ଡ ଫୋର୍ ହେପିନେଶ୍ କାର୍ଯ୍ୟକ୍ରମ ଅନଷ୍ଠିତ ।

Dec 13, 2023 - 17:20
Dec 14, 2023 - 18:37
 0  14
ସେଞ୍ଚୁରିଅନରେ ଇସ୍କନ ପକ୍ଷରୁ ପାସୱାର୍ଡ ଫୋର୍ ହେପିନେଶ୍ କାର୍ଯ୍ୟକ୍ରମ ଅନଷ୍ଠିତ ।

ରାୟଗଡା (ଓ.ଏନ.ଟି) : ରାୟଗଡା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ପରିସରରେ ଇସ୍କନ ପକ୍ଷରୁ ପାସୱାର୍ଡ ଫୋର୍ ହେପିନେଶ୍ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରରୁ ଆସିଥିବା ଇସ୍କନ ସଦସ୍ୟ ମାନେ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନରତ ଫାର୍ମାସୀ ଛାତ୍ରଛାତ୍ରୀଙ୍କୁ ଜୀବନରେ ସୁଖରେ ପାଇଁ କଣ କରିବେ ସେ ସମ୍ପର୍କରେ ଶ୍ରୀମଦ ଭାଗବତଗୀତାରେ ଉଲ୍ଲେଖଥିବା କିଛି ଆଧ୍ୟାତ୍ମିକ ଜ୍ଞାନ ପ୍ରଦାନ କରିଥଲେ ।

ସେହିପରି ଜୀବନରେ ସର୍ବଦା ସୁବିଚାର ରଖି ସଠିକ୍ ମାର୍ଗରେ ଅଗ୍ରସର ହଲେ ସଫଳତାର ଶୀର୍ଷରେ ପହଁଚି ହେବ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଇସ୍କନ ସଦସ୍ୟ ସାଚିଦ୍ୱାଳା ଗୌରାହରି ଦାସ, ଆମରିତେଶ ଗୌର ଦାସ, ପାର୍ଥସାରଥୀ କର, ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ର ପରୀକ୍ଷା ଡିନ୍ ଡ଼ା. ସଂଗ୍ରାମ କେଶରୀ ସ୍ବାଇଁ ଓ ରାୟଗଡ଼ା ଶାଖା ନିର୍ଦ୍ଦେଶକ ଡ଼ା. ରାଜେଶ କୁମାର ପାଢ଼ୀ ମଞ୍ଚାସିନ ଥିବା ବେଳେ ଫାର୍ମାସୀ ବିଭାଗ ର ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ପ୍ରମୁଖ ଉପସ୍ଥିତ ଥିଲେ ।

What's Your Reaction?

like

dislike

love

funny

angry

sad

wow