ସେଣ୍ଟ ଜାଭିୟର୍ସ ହାଇସ୍କୁଲର ବାର୍ଷିକ ଉତ୍ସବ 'ସ୍ପ୍ରଙ୍କେଲ୍' ଅନୁଷ୍ଟିତ

Jan 10, 2024 - 22:35
Jan 12, 2024 - 22:42
 0  7
ସେଣ୍ଟ ଜାଭିୟର୍ସ ହାଇସ୍କୁଲର ବାର୍ଷିକ ଉତ୍ସବ 'ସ୍ପ୍ରଙ୍କେଲ୍' ଅନୁଷ୍ଟିତ

click here to Watch Video

ରାୟଗଡ଼ା (ଓ.ଏନ.ଟି) : ରାୟଗଡ଼ା ସେଣ୍ଟ ଜାଭିୟର୍ସ ହାଇସ୍କୁଲର ବାର୍ଷିକ ଉତ୍ସବ 'ସ୍ପ୍ରଙ୍କେଲ୍' ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ଅନୁଷ୍ଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତଥିଭାବେ ରାୟଗଡ଼ା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଷ୍ଣୁ ପ୍ରସାଦ ପାତ୍ର, ପୌରଦ୍ଧକ୍ୟ ଶ୍ରୀ ମହେଶ ପଟ୍ଟନାୟକ, ଇଣ୍ଡିଆନ ଓଭରସିଜ ବେଙ୍କର ପରିଚାଳକ ଶ୍ରୀ ଆଲୋକ ଶତପଥୀ ପ୍ରମୂଖ ଉପସ୍ଥିତ ଥିଲେ। ସେହିପରି ସେଣ୍ଟ ଜାଭିୟର୍ସ ଅନୁଷ୍ଠାନ ର ମୁଖ୍ୟ ନିର୍ଦ୍ଧେଶକ ଶ୍ରୀ ଜି. ଶ୍ରୀନିବାସ ପଟ୍ଟନାୟକ ଓ ସିଇଓ ଅର୍ଚୁତନନ୍ଦ ସାମନ୍ତରାୟ, ଅଧ୍ୟକ୍ଷ ବିଶ୍ୱଜିତ ଶିକା ଓ ରମେଶ ପଟ୍ଟନାୟକ, ପରିଚାଳକ ନିରଞ୍ଜନ ପାତ୍ର ଓ ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନ କରିଥଲେ। ଅନୁରୂପକୁନି କୁନକୁନି ଛାତ୍ରଛାତ୍ରୀମାନେଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ସଚେତନପୃଣ ନୃତ୍ୟ ଓ ଲୋକନୃତ୍ୟ ପରିବଷଣ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ଟି ଅଭିଭାବକ ତଥା ଦର୍ଶକଙ୍କୁ ମନୁରଞ୍ଜନଜିତ ଓ ଆକର୍ଷିତ କରିଥିଲା। ସେହିପରି ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାର ମଞ୍ଚରେ ସମ୍ମାନିତ କରାଯାଇଥିଲା ।

What's Your Reaction?

like

dislike

love

funny

angry

sad

wow