ରାୟଗଡା ଚଇତି ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁଯୋଗ ଦେବ ନେଇ ଭିନ୍ନକ୍ଷମ ମହାସଂଘର ସ୍ମାରକ ପତ୍ର ପ୍ରଦାନ ।

Nov 29, 2024 - 08:57
 0  28
ରାୟଗଡା ଚଇତି ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁଯୋଗ ଦେବ ନେଇ ଭିନ୍ନକ୍ଷମ ମହାସଂଘର ସ୍ମାରକ ପତ୍ର ପ୍ରଦାନ ।

ରାୟଗଡ଼ା (ଓଏନଟି) : ରାୟଗଡ ଜିଲ୍ଲା ଲୋକ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଚଇତି ଉସ୍ତବ ୨୦୨୪ ରେ ରାୟଗଡା ଜିଲ୍ଲା ଭିନ୍ନକ୍ଷମ ଭାଈ ଭଉଣୀ ଙ୍କୁ ଏହି ଚଇତି କାର୍ଯକ୍ରମ ରେ ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମରେ ସୁଯୋଗ ଦେବା ପାଇଁ ରାୟଗଡା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ର ସଭାପତି ଶିଶିର ରାଉଳ ସମ୍ପାଦକ ଶ୍ରୀ ଅମରେନ୍ଦ୍ର ନାଥ ଓ ସଂଘର ସଦସ୍ୟ ମାନେ ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରୀଙ୍କୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ଏହି ସ୍ମାରକ ପତ୍ରରେ ଦିବ୍ୟାଙ୍ଗ ଭାଈ ଓ ଭଉଣୀ ଚଇତି ମହୋତ୍ସବ ଉପଲକ୍ଷେ ଗାଇଥିବା ସଂଗୀତ କୁ ଚଇତି ରେ ଅଗ୍ରାଧିକାର ଦିଆଜିବା ଏବଂ ଦିବ୍ୟାଙ୍ଗ ଭାଈ ଭଉଣୀ ରାଜ୍ୟ ସ୍ତରିଅରେ ସମ୍ମାନିତ ହୋଇଥିବା ବ୍ୟକ୍ତିଙ୍କୁ ଚଇତିରେ ସମ୍ମାନିତ କରିବା ପାଇଁ ସଂଘ ତରଫରୁ ଏକ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

What's Your Reaction?

like

dislike

love

funny

angry

sad

wow